অর্থ : କାହାରିକୁ ଟାଣିବାପାଇଁ ପ୍ରବୃତ୍ତ କରିବା
উদাহরণ :
ଜେଜେ ପିଲାମାନଙ୍କଦ୍ୱାରା ସ୍ପ୍ରିଙ୍ଗ ଟଣାଉଛନ୍ତି
সমার্থক : ଟଣାଇବା, ବିସ୍ତାରିତ କରାଇବା
অন্যান্য ভাষায় অনুবাদ :
অর্থ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
সমার্থক : ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
অন্যান্য ভাষায় অনুবাদ :