অর্থ : କିଛି ଜାଣିବା ବା ପରଖିବା ପାଇଁ ଯେଉଁ କଥା ପଚରାଯାଏ ଏବଂ ଯାହାର କିଛି ଉତ୍ତର ଥାଏ
উদাহরণ :
ସେ ମୋ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ
অন্যান্য ভাষায় অনুবাদ :
A sentence of inquiry that asks for a reply.
He asked a direct question.অর্থ : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
উদাহরণ :
ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
সমার্থক : ଦୂରୁହ ବିଷୟ, ସଙ୍କଟ, ସମସ୍ୟା
অন্যান্য ভাষায় অনুবাদ :
অর্থ : ପଚାରିବା ବା ପ୍ରଶ୍ନ କରିବା କ୍ରିୟା
উদাহরণ :
କେବେ କେବେ ଛୁଆଙ୍କର ଜିଜ୍ଞାସାର ଉତ୍ତର ଦେବା କଠିନ ହୋଇଯାଏ
সমার্থক : ଜିଜ୍ଞାସା
অন্যান্য ভাষায় অনুবাদ :