সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସମାନ ନ ହେବା ଅବସ୍ଥା ବା ଭାବ
উদাহরণ : ଏହି ଦୁଇ ବସ୍ତୁରେ ବହୁତ ଅନ୍ତର
সমার্থক : ଅନ୍ତର, ଅସମାନତା, ପାର୍ଥକ୍ୟ, ଫରକ, ବିଷମତା, ଭିନ୍ନତା, ଭିନ୍ନତ୍ୱ, ଭେଦ
অন্যান্য ভাষায় অনুবাদ :हिन्दी English
समान न होने की अवस्था या भाव।
The quality of being unlike or dissimilar.
অর্থ : ଲୋକମାନଙ୍କୁ ପରସ୍ପର ବିରୋଧରେ ପ୍ରବର୍ତ୍ତେଇବାର ପ୍ରକ୍ରିୟା
উদাহরণ : ଭେଦ ସୃଷ୍ଟିକରି ଶାସନ କରିବା ଇଂରେଜମାନଙ୍କ ନୀତି ଥିଲା
সমার্থক : ଫାଟ, ବିରୁଦ୍ଧତା, ଭେଦ
लोगों को एक दूसरे के विरोधी बनने या बनाने की क्रिया।
Division of a group into opposing factions.
ইনস্টল