অর্থ : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
উদাহরণ :
ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
সমার্থক : ପୁରୁଣା, ପୂର୍ବକାଳର, ପୂର୍ବକାଳୀନ, ପ୍ରାଚୀନ
অন্যান্য ভাষায় অনুবাদ :
इस समय से पहले का या जो पूर्व काल से संबंधित हो।
कल मैं एक पुराने किले को देखने गया था।