অর্থ : କୌଣସି ବସ୍ତୁକୁ କୌଣସି ଅନ୍ୟ ଏକ ବସ୍ତୁ ଭିତରେ ଢାଳିବା
উদাহরণ :
ସୀମା ଅଟାକୁ ଡବାରେ ଦାବିଦାବି କରି ଭର୍ତ୍ତି କରୁଛି
সমার্থক : ଭର୍ତ୍ତି କରିବା
অন্যান্য ভাষায় অনুবাদ :
অর্থ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
সমার্থক : ପୂର୍ଣ୍ଣକରିବା, ବୋଝେଇକରିବା, ଭରିବା, ଭର୍ତ୍ତିକରିବା
অন্যান্য ভাষায় অনুবাদ :