অর্থ : ଗୋଟିଏ ଅର୍ଦ୍ଧସମ ବର୍ଣ୍ଣବୃତ୍ତ
উদাহরণ :
ପୁଷ୍ପିତାଗ୍ରାର ପ୍ରଥମ ଓ ତୃତୀୟପାଦରେ ଦୁଇ ନଗଣ, ଗୋଟିଏ ରଗଣ, ଏବଂ ଗୋଟିଏ ୟଗଣ ଥାଏ ଓ ଦ୍ବିତୀୟ ଓ ଚତୁର୍ଥପାଦରେ ଗୋଟିଏ ନଗଣ, ଦୁଇଟି ଜଗଣ, ଏକ ରଗଣ ତଥା ଗୋଟିଏ ଗୁରୁ ଥାଏ
অন্যান্য ভাষায় অনুবাদ :
एक अर्द्धसम वर्णवृत्त।
पुष्पिताग्रा के पहले एवं तीसरे चरण में दो नगण, एक रगण, और एक यगण होता है एवं दूसरे और चौथे चरण में एक नगण, दो जगण, एक रगण तथा एक गुरु होता है।