সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ପୁଷ୍ପ ସହିତ ସଂଯୁକ୍ତ
উদাহরণ : ସୀତାର ବଗିଚା ଫୁଟିଲାଫୁଲ ଗଛରେ ଭରା
সমার্থক : କୁସୁମିତ, ପୁଷ୍ପଯୁକ୍ତ, ଫୁଟିଲାଫୁଲ, ମଞ୍ଜରିତ, ସୁମନିତ
অন্যান্য ভাষায় অনুবাদ :हिन्दी English
जो पुष्प से युक्त हो।
Having a flower or bloom.
অর্থ : ଯେଉଁ ଗଛ ବିଶେଷ ରୂପେ ଫୁଲ ପାଇଁ ହିଁ ପ୍ରସିଦ୍ଧ
উদাহরণ : ବଗିଚାରେ ବହୁତ ସୁନ୍ଦର ସୁନ୍ଦର ସପୁଷ୍ପକ ଗଛ ଲାଗିଛି
সমার্থক : ପୁଷ୍ପବନ୍ତ, ସପୁଷ୍ପକ
অন্যান্য ভাষায় অনুবাদ :हिन्दी
जो विशेष रूप से फूल के लिए ही प्रसिद्ध हो (वनस्पति)।
অর্থ : ଯେଉଁଥିରେ ଫୁଲ ଧରିଛି
উদাহরণ : ଏହି ପୁଷ୍ପବନ୍ତ ଗଛ ଗୁଡ଼ିକ ହିଁ ବଗିଚାର ଶୋଭା ବଢ଼ାନ୍ତି
সমার্থক : ପୁଷ୍ପବନ୍ତ
जिसमें फूल लगे हों।
অর্থ : ଫୁଟିଲା ବା ଖେଳିଲା
উদাহরণ : ସୂର୍ଯ୍ୟ ଉଦୟ ସହିତ ହିଁ ସୂର୍ଯ୍ୟମୁଖୀ ଫୁଲ ପ୍ରସ୍ଫୁଟିତ ହୋଇଗଲା ଏହି ଫୁଲ ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
সমার্থক : ପରିସ୍ଫୁଟ, ବିକଶିତ, ମୁକୁଳିତ
जो खिल गया हो (फूल)।
Bursting into flower.
ইনস্টল