অর্থ : ଯାହା ପୁଣିଥରେ ସ୍ଥାପନ କରାଯାଇଥାଏ
উদাহরণ :
ସରକାର ଭୂମିକମ୍ପରେ ଉଜୁଡ଼ି ଯାଇଥିବା ଗ୍ରାମବାସୀମାନଙ୍କୁ ପୁନରାବାସିତ କଲେ
সমার্থক : ପୁନର୍ବାସିତ
অন্যান্য ভাষায় অনুবাদ :
जो फिर से बसाया गया हो।
सरकार ने भूकंप से उजड़ी हुई बस्तियों को पुनरावासित किया।