অর্থ : ଉତ୍ତମ ଆଚରଣ ଯୋଗୁଁ ମିଳୁଥିବା ସୁପରିଣାମ
উদাহরণ :
ଆପଣଙ୍କ ଭଳି ପରୋପକାରୀ ବ୍ୟକ୍ତିଙ୍କର ବହୁତ ପୁଣ୍ୟ ହେବ
অন্যান্য ভাষায় অনুবাদ :
অর্থ : ସ୍ୱର୍ଗ ଆଦି ଶୁଭଫଳ ଦେଉଥିବା କାର୍ଯ୍ୟ
উদাহরণ :
ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ
সমার্থক : ଧର୍ମ
অন্যান্য ভাষায় অনুবাদ :
परोपकार, दान, सेवा आदि कार्य जो शुभ फल देते हैं।
दीन-दुखियों की सेवा ही सबसे बड़ा धर्म है।অর্থ : ଯାହା ଶୁଭ ବା ଭଲ
উদাহরণ :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
অন্যান্য ভাষায় অনুবাদ :
Auguring favorable circumstances and good luck.
An auspicious beginning for the campaign.