অর্থ : ପିଇବା କାମ
উদাহরণ :
ମୋହନ ମଦ୍ୟପାନ ପରେ ସୋହନ ସହିତ ଝଗଡ଼ା କଲା
সমার্থক : ପାନ
অন্যান্য ভাষায় অনুবাদ :
অর্থ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
উদাহরণ :
ଜିଲାପି ଭଲଭାବେ ବୁଡ଼ିନାହିଁ
সমার্থক : ବୁଡ଼ିବା, ମିଶିବା, ଲାଗିବା, ଶୋଷିବା
অন্যান্য ভাষায় অনুবাদ :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।অর্থ : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
উদাহরণ :
ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
সমার্থক : ଖାଇବା
অন্যান্য ভাষায় অনুবাদ :
অর্থ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
উদাহরণ :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
সমার্থক : ଅବଶୋଷିତ କରିବା, ଟାଣିବା, ଶୋଷଣ କରିବା
অন্যান্য ভাষায় অনুবাদ :