অর্থ : ଯେଉଁ ଟିକେଟ୍ରେ କାହାରିକୁ ବିନା ଅଟକରେ ଯେ କୌଣସି ସ୍ଥାନକୁ ଯିବା ଆସିବା ବା ଯେ କୌଣସି ବସ୍ତୁକୁ ଉପଯୋଗ କରିବାର ଅଧିକାର ଥାଏ
উদাহরণ :
ରାଜୁ ରେଳ ଯାତ୍ରା ନିମନ୍ତେ ମାସିକିଆ ପାସ୍ ଆଣିଲା
সমার্থক : ପ୍ରବେଶ ପତ୍ର
অর্থ : ଯେ ପରୀକ୍ଷାରେ ସଫଳ ହୋଇଛି
উদাহরণ :
ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯିବ
সমার্থক : ଉତ୍ତୀର୍ଣ୍ଣ
অন্যান্য ভাষায় অনুবাদ :
Meeting the proper standards and requirements and training for an office or position or task.
Many qualified applicants for the job.