অর্থ : ଆପେକ୍ଷିକ ତଉଲ ବା ଭାର ଠିକ କରିବା ବା ହେବା କ୍ରିୟା
উদাহরণ :
ବଣିଆ ପାଉଁଜି ତଉଲିବା ପାଇଁ ନିକିତିର ପଲାକୁ ପାସଙ୍ଗ କଲା
অন্যান্য ভাষায় অনুবাদ :
आपेक्षिक तौल या भार बराबर या ठीक करने या होने की क्रिया।
सोनार ने पायल तौलने के लिए तुला का बाट से संतुलन किया।অর্থ : ତରାଜୁର ଦଣ୍ଡୀ ବା ଓଜନକୁ ସମାନ କରିବା ନିମନ୍ତେ ଉଠି ପଡ଼ୁଥିବା ପଲା ଉପରେ ରଖା ଯାଉଥିବା କୌଣସି ଓଜନିଆ ପଦାର୍ଥ
উদাহরণ :
ଦୋକାନୀ ଜିନିଷ ଓଜନ କରିବା ସମୟରେ ପାସଙ୍ଗ ପକାଇ ନଥିଲା
অন্যান্য ভাষায় অনুবাদ :