অর্থ : ମନୋରଞ୍ଜନପାଇଁ ଏକତ୍ରିତ ହୋଇଥିବା ଲୋକମାନଙ୍କର ସମୂହ
উদাহরণ :
ସେ ଖାଇସାରି ପାର୍ଟିରେ ଯୋଗ ଦେଲେ
সমার্থক : ଦଳ
অন্যান্য ভাষায় অনুবাদ :
অর্থ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
উদাহরণ :
ଆପଣ କେଉଁ ଦଳର ?
অন্যান্য ভাষায় অনুবাদ :
অর্থ : କୌଣସି ବିଶେଷ କାମ, ପ୍ରଦର୍ଶନ, ବ୍ୟବସାୟଆଦିପାଇଁ କରାଯାଇଥିବା କିଛି ଲୋକଙ୍କର ସମୂହ
উদাহরণ :
ଆମ ସହରକୁ ଚିତ୍ରକୂଟର ରାମଲୀଳା ମଣ୍ଡଳୀ ଆସିଛି
অন্যান্য ভাষায় অনুবাদ :
অর্থ : ଲୋକମାନଙ୍କ ଏକ ଦଳ ଯିଏ ରାଜନୀତି ସହିତ ଜଡ଼ିତ ବା ରାଜନୀତିକ କ୍ରିୟା-କଳାପରେ ଭାଗ ନେଇଥାନ୍ତି
উদাহরণ :
ଭାରତରେ ରାଜନୀତିକ ଦଳ ସଂଖ୍ୟା କୁକୁର ମୂତିବାପରି ବଢ଼ିବାରେ ଲାଗିଛି
সমার্থক : ରଜନୈତିକ ଦଳ, ରାଜନୀତିକ ଦଳ
অন্যান্য ভাষায় অনুবাদ :
व्यक्तियों का वह दल जो राजनीति से संबद्ध हो या राजनीतिक क्रिया-कलापों में भाग लेता हो।
भारत में राजनीतिक दल कुकुरमुत्तों की तरह उग आये हैं।An organization to gain political power.
In 1992 Perot tried to organize a third party at the national level.অর্থ : ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
উদাহরণ :
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
সমার্থক : ପକ୍ଷ
অন্যান্য ভাষায় অনুবাদ :