অর্থ : ଗୋଟିଏ ଲତା ଯାହାର ପତ୍ର ଉପରେ ଖଇର, ଚୂନ ଆଦି ଲଗାଇ ଏବଂ ତାକୁ ମୋଡ଼ିକରି ଖିଆଯାଏ"
উদাহরণ :
ଏହି ବର୍ଷ ପାନ ପତ୍ର ବଢୁନାହିଁ
অন্যান্য ভাষায় অনুবাদ :
एक लता जिसके पत्तों पर कत्था, चूना आदि लगाकर और उनका बीड़ा बनाकर खाया जाता है।
इस साल पान के पत्ते बढ़ नहीं रहे हैं।অর্থ : ପିଇବା କାମ
উদাহরণ :
ମୋହନ ମଦ୍ୟପାନ ପରେ ସୋହନ ସହିତ ଝଗଡ଼ା କଲା
সমার্থক : ପିଇବା
অন্যান্য ভাষায় অনুবাদ :
অর্থ : ଔଷଧର ଯେତିକି ମାତ୍ରା ଏକା ଥରକେ ଖିଆ ଯାଏ
উদাহরণ :
ଦୁଇ ପାନ ଔଷଧ ଖାଇଲପରେ ମଧ୍ୟ ଜ୍ୱର କମିଲା ନାହିଁ
সমার্থক : ଡୋଜ
অন্যান্য ভাষায় অনুবাদ :
অর্থ : ଯେଉଁ ପାନପତ୍ରରେ ଖଇର,ଚୁନ ଆଦି ଲଗାଇ ଖିଲ କରାଯାଏ
উদাহরণ :
ଖାଇସାରିବା ପରେ ପାନ ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୁଏ