অর্থ : ପ୍ରତିଯୋଗିତା, ପରୀକ୍ଷା ଆଦିରେ କୌଣସି ମୂଲ୍ୟାଙ୍କନ, ସ୍ଥାନ ଆଦି ପ୍ରାପ୍ତ ହେବା
উদাহরণ :
ଏହି ଖେଳରେ ମୋତେ ପ୍ରଥମ ସ୍ଥାନ ମିଳିଲା
সমার্থক : ପ୍ରାପ୍ତହେବା, ମିଳିବା
অন্যান্য ভাষায় অনুবাদ :
किसी प्रतियोगिता, परीक्षा आदि में कोई मूल्यांकन, स्थान आदि प्राप्त होना।
इस खेल में मुझे पहला स्थान मिला।অর্থ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
উদাহরণ :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
সমার্থক : ପ୍ରାପ୍ତହେବା, ମିଳିବା, ରଖିବା
অন্যান্য ভাষায় অনুবাদ :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.অর্থ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
উদাহরণ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
সমার্থক : ଆସିବା, କରଗତ କରିବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
অন্যান্য ভাষায় অনুবাদ :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।অর্থ : ମିଳିଯିବା
উদাহরণ :
ଏହି କାମ କରି ମୁଁ ଅଧିକ ପ୍ରସନ୍ନତା ପାଇଲି
সমার্থক : ପ୍ରାପ୍ତ କରିବା, ମିଳିବା
অন্যান্য ভাষায় অনুবাদ :
অর্থ : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
উদাহরণ :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
সমার্থক : ଗ୍ରହଣ କରିବା, ନେବା, ପ୍ରାପ୍ତ କରିବା
অন্যান্য ভাষায় অনুবাদ :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।অর্থ : ନିଜ ଅଧିକାର ଭୁକ୍ତ କରିବା
উদাহরণ :
ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ
সমার্থক : ପ୍ରାପ୍ତି କରିବା, ଲାଭ କରିବା, ହାସଲ କରିବା
অন্যান্য ভাষায় অনুবাদ :
অর্থ : ପ୍ରାପ୍ତହେବା
উদাহরণ :
ମୋତେ ଅନେକ ଧନ ମିଳିଲା ତାର ହଜିଯାଇଥିବା ଜିନିଷ ମିଳିଲା ନା ନାହିଁ?
সমার্থক : ମିଳିବା
অর্থ : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
উদাহরণ :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
সমার্থক : କରିବା, ଦେବା, ପ୍ରାପ୍ତକରିବା, ହାସଲ କରିବା
অন্যান্য ভাষায় অনুবাদ :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।অর্থ : ତୁଳନା କରି ପାରିବା
উদাহরণ :
ତୁମେ ତୁମ ବଡ଼ ଭାଇଙ୍କ ପାଣ୍ଡିତ୍ୟର କେବେ ପ୍ରାପ୍ତ କରିପାରିବ ନାହିଁ
সমার্থক : ପ୍ରାପ୍ତ କରିବା
অন্যান্য ভাষায় অনুবাদ :