অর্থ : ଅନୁଭବ କରାଇବା
উদাহরণ :
ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
সমার্থক : ଅନୁଭବ କରାଇବା, ଦେଖାଇବା
অন্যান্য ভাষায় অনুবাদ :
অর্থ : କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ
উদাহরণ :
ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି
অন্যান্য ভাষায় অনুবাদ :
অর্থ : କୌଣସି ବିଷୟରେ କାହାକୁ ବରାବର କରିଦେବା
উদাহরণ :
ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି
সমার্থক : ପହଞ୍ଚେଇବା
অন্যান্য ভাষায় অনুবাদ :
Cause to come into a particular state or condition.
Long hard years of on the job training had brought them to their competence.অর্থ : ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ
উদাহরণ :
ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି
সমার্থক : ଛାଡ଼ିକି ଆସିବା
অন্যান্য ভাষায় অনুবাদ :