অর্থ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାର କାର୍ଯ୍ୟ
উদাহরণ :
ପରିବହନ ପାଇଁ ପରିବାହକର ଆବଶ୍ୟକତା ହେବ
অন্যান্য ভাষায় অনুবাদ :
The act of moving something from one location to another.
conveyance, transfer, transferral, transport, transportationঅর্থ : କୌଣସି ଜିନିଷ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ବା ନେଉଥିବାର କ୍ରିୟା
উদাহরণ :
ଜିନିଷପତ୍ର ବହନ କରିବାପାଇଁ ସେ କୁଲିକୁ ଡାକିଲା
সমার্থক : ବହନ
অন্যান্য ভাষায় অনুবাদ :
The act of moving something from one location to another.
conveyance, transfer, transferral, transport, transportationঅর্থ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
উদাহরণ :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
সমার্থক : ଗମନାଗମନ, ଯାତାୟାତ, ଯିବାଆସିବା
অন্যান্য ভাষায় অনুবাদ :
A facility consisting of the means and equipment necessary for the movement of passengers or goods.
transit, transportation, transportation system