সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଥାଳି ବା ପତରରେ ଖାଦ୍ୟ ବାଢ଼ିବା ବା ବାହାରକରିବା କ୍ରିୟା
উদাহরণ : ତାକୁ ଖାଦ୍ୟ ପରଷିବା ଆସେନାହିଁ ମହାତ୍ମାଙ୍କୁ ଖାଦ୍ୟ ବାଢ଼ିବା ପରେ ସେ ପଙ୍ଖା କଲେ
সমার্থক : ବାଢିବା
অন্যান্য ভাষায় অনুবাদ :हिन्दी
थाली या पत्तल में खाना परोसने या निकालने की क्रिया।
অর্থ : ଖାଇବାପାଇଁ କାହାରି ଆଗରେ ଖାଦ୍ୟପଦାର୍ଥ ରଖିବା
উদাহরণ : ମାଆ ରାମକୁ ଖାଦ୍ୟ ପରଷୁଛନ୍ତି
সমার্থক : ବାଢ଼ିବା
खाने के लिए किसी के सामने भोज्य पदार्थ रखना।
অর্থ : ଥାଳି ବା ଖଲିରେ ଖାଦ୍ୟଦେବା
উদাহরণ : ମାଆ ଆମ ସମସ୍ତଙ୍କପାଇଁ ଖାଦ୍ୟ ପରଷିଛନ୍ତି
সমার্থক : ପରିବେଷଣ କରିବା, ବାଢ଼ିବା
थाली या पत्तल में खाना लगाना।
ইনস্টল