সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଦଶରେ ପାଞ୍ଚ ମିଶିଲେ ମିଳୁଥିବା ସଂଖ୍ୟା
উদাহরণ : ଆଠ ଓ ସାତ ମିଶି ପନ୍ଦର ହୁଏ
সমার্থক : ୧୫
অন্যান্য ভাষায় অনুবাদ :हिन्दी English
दस और पाँच के योग से प्राप्त संख्या।
The cardinal number that is the sum of fourteen and one.
অর্থ : କୌଣସି ଇଂରେଜୀ ମାସର ପଞ୍ଚଦଶତମ ଦିନରେ ପଡ଼ୁଥିବା ତାରିଖ
উদাহরণ : ଏମାସ ପନ୍ଦର ତାରିଖଠାରୁ ମୁଁ କାମ କରିବାକୁ ଯିବି
সমার্থক : ପନ୍ଦର ତାରିଖ
অর্থ : ଦଶ ଏବଂ ପାଞ୍ଚ
উদাহরণ : ମୋ ପାଖରେ ମାତ୍ର ପନ୍ଦର ଟଙ୍କା ଅଛି
जो गिनती में दस से पाँच अधिक हो।
Being one more than fourteen.
ইনস্টল