অর্থ : କାମ ରୂପରେ ପରିଚିତ ଦେବତା
উদাহরণ :
କାମଦେବଙ୍କୁ ଶିବଙ୍କ କ୍ରୋଧାଗ୍ନିର ସାମନା କରିବାକୁ ପଡ଼ିଲା
সমার্থক : ଅନଙ୍ଗ, କନ୍ଦର୍ପ, କାମଦେବ, ପଞ୍ଚଶର, ପୁଷ୍ପାୟୁଧ, ମକରଧ୍ୱଜ, ମଦନ, ମନସିଜ, ମନୋଜ, ମନ୍ମଥ, ମୀନକେତନ, ମୀନକେତୁ, ମୀନଧ୍ୱଜ, ରତିକାନ୍ତ, ରତିନାଥ
অন্যান্য ভাষায় অনুবাদ :
एक देवता जो काम के रूप माने जाते हैं।
कामदेव को शिव की क्रोधाग्नि का सामना करना पड़ा।