অর্থ : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
উদাহরণ :
ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
সমার্থক : ଦୁର୍ଗନ୍ଧ, ପଚାଳିଆଗନ୍ଧ
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ସଢ଼ିଯିବାରୁ ସେଥିରୁ ବାହାରୁଥିବା ଦୁର୍ଗନ୍ଧ
উদাহরণ :
ଜଣାନାହିଁ କେଉଁଠୁ ସଢ଼ାଗନ୍ଧ ଆସୁଛି
সমার্থক : ସଢ଼ାଗନ୍ଧ
অন্যান্য ভাষায় অনুবাদ :