অর্থ : ନେପାଳର ବାସିନ୍ଦା
উদাহরণ :
ସେ ଜଣେ ନେପାଳୀକୁ ନିଜ ଘରର ଜଗାରଖା କରିବାପାଇଁ ରଖିଛି
সমার্থক : ନେପାଳବାସୀ
অন্যান্য ভাষায় অনুবাদ :
অর্থ : ନେପାଳର ଭାଷା
উদাহরণ :
ସେ ନେପାଳୀ ଭାଷାରେ ଏକ ପୁସ୍ତକ ଲେଖିଛନ୍ତି
সমার্থক : ନେପାଳୀ ଭାଷା
অন্যান্য ভাষায় অনুবাদ :
नेपाल देश की भाषा।
वन्या ने नेपाली में पुस्तक लिखी है।The official state language of Nepal.
nepaliঅর্থ : ନେପାଳରେ ରହୁଥିବା ବ୍ୟକ୍ତି
উদাহরণ :
ତାହାର ଜଣେ ନେପାଳୀ ଝିଅ ସହିତ ବାହାଘର ହୋଇଛି
অর্থ : ନେପାଳୀ ଭାଷାର ବା ନେପାଳୀ ଭାଷା ସହିତ ସମ୍ବନ୍ଧିତ
উদাহরণ :
ତା ନେପାଳୀ ନାଟକର ଗୋଟିଏ ନକଲ ମୋ ପାଖରେ ମଧ୍ୟ ଅଛି
অর্থ : ନେପାଳ ଦେଶ ସହ ସମ୍ବନ୍ଧିତ
উদাহরণ :
ରମେଶ ନେପାଳୀ ଟୋପି ପିନ୍ଧିଛି
অন্যান্য ভাষায় অনুবাদ :