সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ଏବେ ତିଆରି ହୋଇଛି, ପ୍ରସ୍ତୁତ ହୋଇଛି ବା ବିଦିତ ହୋଇଛି
উদাহরণ : ଏବେ ଆମେ ଆପଣଙ୍କୁ ନବୀନତମ ଉପଲବ୍ଧି ସମ୍ପର୍କରେ ଅବଗତ କରାଇବୁ
সমার্থক : ତାଜା, ନବୀନତମ, ନୂଆ
অন্যান্য ভাষায় অনুবাদ :हिन्दी
जो अभी बना, निकला, प्रस्तुत या विदित हुआ हो।
অর্থ : ବର୍ତ୍ତମାନ ଯାହା ଲେଖାଯାଇଛି
উদাহরণ : ଶିକ୍ଷକଙ୍କ ନୂଆ କବିତା ଖୁବ ରୋଚକ
সমার্থক : ନବରଚିତ, ନବ୍ୟ, ନୂଆ, ନୂଆଲେଖା
जिसकी रचना अभी-अभी की गई हो।
অর্থ : ଯାହା କିଛି ଦିନ ପୂର୍ବେ ତିଆରି ହୋଇଛି, ବାହାରିଛି ବା ପ୍ରସ୍ତୁତ ହୋଇଛି
উদাহরণ : ବୈଜ୍ଞାନିକ କ୍ଷେତ୍ରରେ ରୋବୋଟ୍ର ନିର୍ମାଣ ନୂଆ
সমার্থক : ଅଭିନବ, ନବ, ନବୀନ, ନୂଆ
অন্যান্য ভাষায় অনুবাদ :हिन्दी English
जिसे बने, निकले या प्रस्तुत हुए थोड़े ही दिन हुए हों।
Original and of a kind not seen before.
অর্থ : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ
উদাহরণ : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି
সমার্থক : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଜିକାଲି, ଆଧୁନିକ, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ବର୍ତ୍ତମାନ, ସାମ୍ପ୍ରତିକ
जिस पर इस समय की बातों या विशेषताओं की पूरी छाप हो।
ইনস্টল