অর্থ : କୌଣସି କାର୍ଯ୍ୟ ଠିକ୍ ରୂପେ ସମାପ୍ତ କରିବା ପାଇଁ କରାଯାଉଥିବା ଯୁକ୍ତି
উদাহরণ :
ସରକାରଙ୍କ ଆତଙ୍କବାଦ ଉନ୍ମୁଳନ ନୀତି ପୂରାପୂରି ସଫଳ ହେଲାନାହିଁ
অন্যান্য ভাষায় অনুবাদ :
कोई कार्य ठीक तरह से पूरा करने के लिए की जानेवाली युक्ति।
सरकार की आतंकवाद उन्मूलन की नीति पूरी तरह से सफल नहीं हुई।A plan of action adopted by an individual or social group.
It was a policy of retribution.অর্থ : କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ବାରା କୌଣସି ବିଶେଷ ଯୋଜନା ଯାହା ଅନ୍ୟର ହିତନିମନ୍ତେ ଜାରୀ
উদাহরণ :
ଆମର କମ୍ପାନୀ ନୂଆ-ନୂଆ ପଲିସୀ କାର୍ଯ୍ୟକାରୀ କରୁଛି
সমার্থক : ପଲିସୀ
অন্যান্য ভাষায় অনুবাদ :
A plan of action adopted by an individual or social group.
It was a policy of retribution.অর্থ : ଜନତା ବା ସମାଜପାଇଁ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର
উদাহরণ :
ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ନୀତିଯୋଗୁଁ ତାଙ୍କ ପ୍ରଜା ସୁଖୀ ଥିଲେ
সমার্থক : ନ୍ୟାୟ
অন্যান্য ভাষায় অনুবাদ :
The principles of right and wrong that are accepted by an individual or a social group.
The Puritan ethic.