সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଦୁର୍ଜନ ହେବାର ଅବସ୍ଥା ବା ଭାବ
উদাহরণ : ଶଠତାଠାରୁ ଦୂରରେ ରୁହ
সমার্থক : ଅଧମତା, ଅସାଧୁ, ଅସାଧୁତା, ଦୁର୍ଜ୍ଜନତା, ଦୁଷ୍ଟ, ଶଠତା
অন্যান্য ভাষায় অনুবাদ :हिन्दी English
दुर्जन होने की अवस्था या भाव।
The quality of being morally wrong in principle or practice.
অর্থ : ନିକୃଷ୍ଟ ହେବା ଅବସ୍ଥା ବା ଭାବ
উদাহরণ : ଆପଣଙ୍କର ଖରାପ କାମ ଆପଣଙ୍କ ନିକୃଷ୍ଟତାକୁ ଦର୍ଶାଉଛି
সমার্থক : ଖଳତା, ନିକୃଷ୍ଟତା, ଶସ୍ତାପଣ
निकृष्ट होने की अवस्था या भाव।
The quality of being cheaply imitative of something better.
অর্থ : ଅଧମ ବା ନୀଚହେବାର ଅବସ୍ଥା ବା ଭାବ
উদাহরণ : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
সমার্থক : ଅଧମତା, ଅପକୃଷ୍ଟତା, ଛୋଟପଣ, ଛୋଟଲୋକୀ, ନୀଚପଣ
अधम या नीच होने की अवस्था या भाव।
ইনস্টল