অর্থ : ନିକାଲିବା ବା ବାହାର କରିବାରକାମ
উদাহরণ :
ବର୍ଷାର ପାଣି ଠିକ ରୂପେ ନିଷ୍କାସନ ହୋଇପାରୁନାହିଁ
সমার্থক : ବାହାରିଯିବା
অন্যান্য ভাষায় অনুবাদ :
অর্থ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
উদাহরণ :
ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
অন্যান্য ভাষায় অনুবাদ :
The act of expelling a person from their native land.
Men in exile dream of hope.