অর্থ : କୌଣସି ବିଶେଷ ଢଙ୍ଗରେ ବା ବିଶେଷ ପ୍ରଭାବ ବା ପରିଣାମଦ୍ୱାରା କାମ କରିବା ବା ପ୍ରଭାବ ପକାଇବା
উদাহরণ :
ମୁଁ ତୁମ ନିଲମ୍ବନପାଇଁ କିଛି ଭୂମିକା ଗ୍ରହଣ କରିନାହିଁ
সমার্থক : ଭୂମିକା ଗ୍ରହଣ କରିବା, ସଂପାଦନ କରିବା
অন্যান্য ভাষায় অনুবাদ :
Act or have an effect in a specified way or with a specific effect or outcome.
This factor played only a minor part in his decision.অর্থ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
উদাহরণ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
সমার্থক : ଚଳାଇବା, ଧାରଣ କରିବା, ରଖିବା, ସ୍ଥାପନ କରିବା
অন্যান্য ভাষায় অনুবাদ :
किसी निश्चित या विशेष स्थिति आदि में रखना।
कमरे को साफ रखो।অর্থ : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
উদাহরণ :
ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
সমার্থক : ଚଳାଇ ରଖିବା, ଚଳାଇବା, ଚଳେଇନେବା, ବଜାୟ ରଖିବା
অন্যান্য ভাষায় অনুবাদ :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।অর্থ : ନିର୍ବାହ କରିବା ବା ବିତାଇଥିବା
উদাহরণ :
ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
অন্যান্য ভাষায় অনুবাদ :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।