অর্থ : କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା
উদাহরণ :
ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା
সমার্থক : ତଦାରଖ, ଦେଖାଚାହାଁ, ପର୍ଯ୍ୟୟବେକ୍ଷଣ
অন্যান্য ভাষায় অনুবাদ :
Management by overseeing the performance or operation of a person or group.
oversight, superintendence, supervising, supervisionঅর্থ : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ
উদাহরণ :
ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
সমার্থক : ଦେଖାଚାହାଁ, ପର୍ଯ୍ୟବେକ୍ଷଣ
অন্যান্য ভাষায় অনুবাদ :
Attention and management implying responsibility for safety.
He is in the care of a bodyguard.অর্থ : କୌଣସି ବିଶେଷ କାର୍ଯ୍ୟପାଇଁ ବିଶେଷକରି ନିରୀକ୍ଷଣ କରି ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାର କ୍ରିୟା
উদাহরণ :
ପ୍ରଧାନମନ୍ତ୍ରୀ ଭୂକମ୍ପଗ୍ରସ୍ଥ ଅଞ୍ଚଳଗୁଡ଼ିକର ପରିଦର୍ଶନରେ ଯାଇଛନ୍ତି
অন্যান্য ভাষায় অনুবাদ :
किसी विशेष कार्य के लिए एक स्थान से दूसरे स्थान तक जाने की क्रिया।
प्रधानमंत्री भूकंप ग्रस्त इलाकों के दौरे पर गए हैं।The act of visiting in an official capacity (as for an inspection).
visit