অর্থ : ଯାହାଙ୍କର ଆଶା ହତ ବା ନଷ୍ଟ ହୋଇଯାଇଛି
উদাহরণ :
ବିଦ୍ୟାଳୟରେ ନାମ ଲେଖାଇବାକୁ ନମିଳିବାରୁ ଶ୍ୟାମ ହତାଶ ହୋଇଗଲା
সমার্থক : ହତାଶ
অন্যান্য ভাষায় অনুবাদ :
Arising from or marked by despair or loss of hope.
A despairing view of the world situation.অর্থ : ଯାହାର ଆଶା ନାହିଁ
উদাহরণ :
ମହେଶ ବହୁତ ଜଲ୍ଦି ଆଶାହୀନ ହୋଇ କୌଣସି କାମରେ ହାର ମାନି ଯାଏ
সমার্থক : ଆଶାହୀନ