অর্থ : କୌଣସି ଗୋଟିଏ ପକ୍ଷକୁ ଆଖିବୁଜି ସମର୍ଥନ ନ କରିବାର ଅବସ୍ଥା
উদাহরণ :
ସାକ୍ଷାତ୍କାର ନେଉଥିବା ବ୍ୟକ୍ତିଙ୍କଠାରୁ ନିରପେକ୍ଷତା ଆଶା କରାଯାଏ
সমার্থক : ପକ୍ଷପାତଶୂନ୍ୟତା, ପକ୍ଷପାତହୀନତା
অন্যান্য ভাষায় অনুবাদ :
निरपेक्ष होने की अवस्था या भाव।
साक्षात्कार लेने वालों से निरपेक्षता की अपेक्षा की जाती है।অর্থ : ନିରକ୍ଷେପ ହେବାର ଅବସ୍ଥା ବା ଭାବ
উদাহরণ :
ପ୍ରତ୍ୟେକ କାମରେ ଆମକୁ ନିରପେକ୍ଷତା ବଜାୟ ରଖିବା ଦରକାର
সমার্থক : ନଷ୍ପକ୍ଷତା, ପକ୍ଷପାତଶୂନ୍ୟତା
অন্যান্য ভাষায় অনুবাদ :