অর্থ : କୌଣସି କାମରେ ସମ୍ମିଳିତ ହେବାପାଇଁ କାହାକୁ ଆଦର ପୂର୍ବକ କହିବା କିମ୍ବା ଡକାଇବାର କ୍ରିୟା
উদাহরণ :
ଶୀଲାର ନିମନ୍ତ୍ରଣ ରକ୍ଷାକରି ମୁଁ ଏହି କାମରେ ଭାଗ ନେଲି
সমার্থক : ଅଭିମନ୍ତ୍ରଣ
অন্যান্য ভাষায় অনুবাদ :
A request (spoken or written) to participate or be present or take part in something.
An invitation to lunch.অর্থ : ଶୁଭ ଇତ୍ୟାଦି କାମରେ ସମ୍ମିଳିତ ହେବାପାଇଁ ବନ୍ଧୁବାନ୍ଧବଆଦିଙ୍କୁ ନିଜ ପାଖକୁ ଡକାଇବା କ୍ରିୟା
উদাহরণ :
ଆଜି ମୋ ବନ୍ଧୁଙ୍କଠାରୁ ନିମନ୍ତ୍ରଣ ଆସିଛି
সমার্থক : ଆମନ୍ତ୍ରଣ
অন্যান্য ভাষায় অনুবাদ :
A request (spoken or written) to participate or be present or take part in something.
An invitation to lunch.