অর্থ : ବହୁତ ନିକଟର ବା ବହୁତ ପାଖରେ
উদাহরণ :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
সমার্থক : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ପ୍ରଗାଢ଼
অন্যান্য ভাষায় অনুবাদ :
Marked by close acquaintance, association, or familiarity.
Intimate friend.অর্থ : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
উদাহরণ :
ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
অন্যান্য ভাষায় অনুবাদ :
অর্থ : ଯାହା ଭାଙ୍ଗେନାହିଁ
উদাহরণ :
ସେହି ପତି ପତ୍ନୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଅଛି
সমার্থক : ଅତୁଟ
অন্যান্য ভাষায় অনুবাদ :
Not easily destroyed.
indestructible