অর্থ : କାହାର ବିବାହିତା ସ୍ତ୍ରୀ
উদাহরণ :
ସେ ନିଜ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଛି
সমার্থক : ଅର୍ଦ୍ଧାଙ୍ଗିନୀ, କଳତ୍ର, ଘରବାଲି, ଜୀବନ ସଙ୍ଗିନୀ, ଜୀବନ ସାଥୀ, ଧରମ ପତ୍ନୀ, ଧର୍ମ ପତ୍ନୀ, ପତ୍ନୀ, ବାମାଙ୍ଗୀ, ବିବି, ବେଗମ, ଭାର୍ଯ୍ୟା, ମାଇପ, ରମଣୀ, ସହଗାମିନୀ, ସ୍ତ୍ରୀ
অন্যান্য ভাষায় অনুবাদ :
किसी की विवाहिता नारी।
वह अपनी पत्नी पर जान छिड़कता है।অর্থ : ମନୁଷ୍ୟ ଜାତୀୟ ଜୀବର ଦୁଇଟି ଭେଦ ମଧ୍ୟରୁ ଗୋଟିଏ ହେଲା ଯେ ସେ ଗର୍ଭଧାରଣ କରି ସନ୍ତାନ ଉତ୍ପନ୍ନ କରିପାରେ
উদাহরণ :
ଆଜିର ମହିଳାମାନେ ସବୁ କ୍ଷେତ୍ରରେ ପୁରୁଷଙ୍କର ସମାନ ହୋଇ ରହିଛନ୍ତି
সমার্থক : ବାମା, ବାଳା, ମହିଳା, ସ୍ତ୍ରୀ, ସ୍ତ୍ରୀଲୋକ
অন্যান্য ভাষায় অনুবাদ :
मनुष्य जाति के जीवों के दो भेदों में से एक जो गर्भ धारण करके संतान उत्पन्न कर सकती है।
आज की महिलाएँ हर क्षेत्र में पुरुषों की बराबरी कर रही हैं।