অর্থ : ଯେଉଁ ନଳାରେ ମଇଳା ପାଣି ବହେ
উদাহরণ :
ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
সমার্থক : ନାଳ
অন্যান্য ভাষায় অনুবাদ :
অর্থ : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ
উদাহরণ :
ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି
অন্যান্য ভাষায় অনুবাদ :
অর্থ : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
উদাহরণ :
ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
সমার্থক : ନାଳ
অন্যান্য ভাষায় অনুবাদ :