অর্থ : କୌଣସି ରାଜ୍ୟ ବା ରାଜ୍ୟର ଅଧିକାରୀଙ୍କ ଦ୍ବାରା ଦିଆ ଯାଇଥିବା ଏଭଳି ଦଣ୍ଡ ଯେଉଁଥିରେ ଦଣ୍ଡିତ ବ୍ୟକ୍ତିଙ୍କୁ କୌଣସି ନିଶ୍ଚିତ ଏବଂ ସୁରକ୍ଷିତ ସ୍ଥାନରେ ରଖା ଯାଏ ଏବଂ ତା ଉପରେ କଡା ନଜର ରଖା ଯାଏ
উদাহরণ :
ନଜରବନ୍ଦୀ ହୋଇଥିବା ସତ୍ତ୍ବେ ସେ କିପରି ପଳାଇଲା!
সমার্থক : ନଜରବଂଦୀ
অন্যান্য ভাষায় অনুবাদ :