অর্থ : ନଂପୁସକ ଅବସ୍ଥା ବା ଭାବ
উদাহরণ :
ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା
সমার্থক : କ୍ଳୀବତା, କ୍ଳୀବତ୍ୱ, ନପୁଂସକତ୍ୱ, ପୌରୁଷହୀନତା, ଶକ୍ତିହୀନତା
অন্যান্য ভাষায় অনুবাদ :
অর্থ : ଯେଉଁ ରୋଗ କାରଣରୁ ପୁରୁଷ ସ୍ତ୍ରୀ ସଂଭୋଗ ଏବଂ ସନ୍ତାନ ଉତ୍ପନ୍ନ କରିପାରେ ନାହିଁ
উদাহরণ :
ମୋହନ ଲାଲ୍ ଦୁର୍ଘଟଣା ପରେ ନଂପୁସକତାର ଶିକାର ହୋଇଗଲେ
সমার্থক : ପୌରୁଷହୀନତା
অন্যান্য ভাষায় অনুবাদ :
पुरुषों का एक रोग जिसमें वे स्त्री-संभोग और संतान उत्पन्न करने के योग्य नहीं रह जाते।
मोहन लाल दुर्घटना के बाद से ही नपुंसकता के शिकार हो गए।