সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ
উদাহরণ : ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା
সমার্থক : ସଫଳ, ସାର୍ଥକ
অন্যান্য ভাষায় অনুবাদ :हिन्दी
जो लाभ, यश आदि की दृष्टि से ठीक हो या सही उपयोग में हो।
অর্থ : ଯେ ନିଜ କାମ ହୋଇଗଲାପରେ ପ୍ରସନ୍ନ ଏବଂ ସନ୍ତୁଷ୍ଟ ହୁଏ
উদাহরণ : ଭଗବାନଙ୍କ କୃପାରୁ ଏବେ ମୋ ଜୀବନ ଧନ୍ୟ ହୋଇଗଲା
সমার্থক : କୃତକୃତ୍ୟ, କୃତାର୍ଥ
जो अपना काम बन जाने के कारण प्रसन्न और संतुष्ट हो।
ইনস্টল