অর্থ : ସେହି ନିଶ୍ଚିତ ଓ ଅଟଳ ଦୈବୀ ବିଧାନ ଯାହା ଅନୁସାରେ ମୂଳରୁ ହିଁ ମଣିଷର ସବୁ କାର୍ଯ୍ୟ ନିୟନ୍ତ୍ରିତ ହେଉଛି ବୋଲି ବିଚାର କରାଯାଏ ଏବଂ ଯାହାର ସ୍ଥାନ ଲଲାଟ ବୋଲି ମାନି ନିଆଯାଏ
উদাহরণ :
କର୍ମବାଦୀ ଭାଗ୍ୟରେ ବିଶ୍ୱାସ କରନ୍ତି ନାହିଁ ଦୈବୀ ଭରସାରେ ବସିଥିବା ଲୋକ ଜୀବନରେ କିଛି କରିପାରେନାହିଁ
সমার্থক : କିସ୍ମତ୍, ଦଇବ, ଦୈବୀ, ନିୟତି, ପ୍ରାରବ୍ଧ, ଭାଗ୍ୟ
অন্যান্য ভাষায় অনুবাদ :
वह निश्चित और अटल दैवी विधान जिसके अनुसार मनुष्य के सब कार्य पहले ही से नियत किये हुए माने जाते हैं और जिसका स्थान ललाट माना गया है।
सभी जीव अपने कर्मों से भाग्य का निर्माण करते हैं।