অর্থ : ଯେ ସଚ୍ଚା ହୃଦୟରେ ନିଜ ଦେଶର ଉନ୍ନତି ଓ କଲ୍ୟାଣ ଚାହେଁ ଏବଂ ତାହାର ସିଦ୍ଧିପାଇଁ ପ୍ରଯତ୍ନ କରେ
উদাহরণ :
ଆଜାଦ, ଭଗତ ସିଂଙ୍କ ଭଳି ଦେଶଭକ୍ତମାନେ ସ୍ୱାଧୀନତାପାଇଁ ଆତ୍ମବଳି ଦେଇଥିଲେ
সমার্থক : ଦେଶଭକ୍ତ
অন্যান্য ভাষায় অনুবাদ :
वह जो अपने देश की सच्चे हृदय से उन्नति और कल्याण चाहता और उसकी सिद्धि के लिए प्रयत्न करता है।
आजाद,भगत सिंह जैसे देशभक्तों ने स्वतंत्रता के लिए आत्मबलिदान कर दिया।