অর্থ : ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ
উদাহরণ :
ଏହି ଲୁହାଛଡ଼ ଅନମନୀୟ ଆଲେକ୍ଜାଣ୍ଡାରଙ୍କ ସାମ୍ନାରେ ପୁରୁ ଅନମନୀୟ ଥିଲେ
অন্যান্য ভাষায় অনুবাদ :
অর্থ : ବହୁତ ନିକଟର ବା ବହୁତ ପାଖରେ
উদাহরণ :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
সমার্থক : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ନିବିଡ଼, ପ୍ରଗାଢ଼
অন্যান্য ভাষায় অনুবাদ :
Marked by close acquaintance, association, or familiarity.
Intimate friend.অর্থ : ଯେ ନିଷ୍ପତ୍ତି ବଦଳାଏ ନାହିଁ
উদাহরণ :
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ
অন্যান্য ভাষায় অনুবাদ :