অর্থ : ଖରାପ କଥା ସମ୍ପର୍କରେ ବିଚାର କରୁଥିବା କ୍ରିୟା
উদাহরণ :
ଦୁଶ୍ଚିନ୍ତାରେ ମନୁଷ୍ୟର ଚିନ୍ତା ନକାରାତ୍ମକ ହୋଇଯାଏ ସେ ଖଟ ଉପରେ ପଡ଼ିପଡ଼ି ନିଜର ସାରାଦିନ ଦୁଶ୍ଚିନ୍ତାରେ ହିଁ କଟାଇଦିଏ
সমার্থক : ଦୁର୍ଭାବନା, ଦୁଶ୍ଚିନ୍ତନ, ଦୁଶ୍ଚିନ୍ତା
অন্যান্য ভাষায় অনুবাদ :
दूषित बातों पर विचार करते रहने की क्रिया।
दुश्चिंतन से मनुष्य की सोच नकारात्मक हो जाती है।