অর্থ : ଚାରିଟି କାଠଯୁକ୍ତ ଗଢ଼ଣ ଯେଉଁଥିରେ କବାଟ ଲାଗିଥାଏ
উদাহরণ :
ବଢ଼େଇ ଚୌକାଠରେ କବାଟ ଲଗାଉଛି
সমার্থক : ଚୌକାଠ
অন্যান্য ভাষায় অনুবাদ :
অর্থ : ଦ୍ବାରର ଚୌକାଠର ବାଜୁ ଦୁଇଟିରେ ଲାଗିଥିବା ଲଂବା କାଠ
উদাহরণ :
ଦୁଆରବନ୍ଧରେ କବାଟ ଲଗାହୁଏ
অন্যান্য ভাষায় অনুবাদ :
অর্থ : ଦ୍ୱାରର ଚୌକାଠର ନିମ୍ନରେ ଥିବା କାଠ ବା ପଥର ଯାହା ଭୂମିଉପରେ ଥାଏ
উদাহরণ :
ଦୁଆରବନ୍ଧ ଉପରେ ବସିବା ଅଶୁଭ
সমার্থক : ଏରୁଣ୍ଡି, ଏରୁଣ୍ଡିବନ୍ଧ
অন্যান্য ভাষায় অনুবাদ :