অর্থ : ଯାହା ଶୋକରେ ଭରା
উদাহরণ :
କୌଣସି ମହାନ୍ ବ୍ୟକ୍ତିଙ୍କ ମୃତ୍ୟୁରେ ସମଗ୍ର ଦେଶର ପରିବେଶ ଶୋକପୂର୍ଣ୍ଣ ହୋଇଯାଏ
সমার্থক : ଶୋକପୂର୍ଣ୍ଣ, ଶୋକାଗ୍ରସ୍ତ
অন্যান্য ভাষায় অনুবাদ :
অর্থ : ଯାହା ଦୁଃଖରେ ଭରା
উদাহরণ :
ହିନ୍ଦୁ ବିଧବାର ଜୀବନ ଦୁଃଖମୟ
সমার্থক : କଷ୍ଟପୂର୍ଣ୍ଣ୍, କଷ୍ଟଭରା, ଦୁଃଖଦ, ଦୁଃଖଭରା, ଦୁଃଖମୟ
অন্যান্য ভাষায় অনুবাদ :
Causing or marked by grief or anguish.
A grievous loss.