অর্থ : ବିଶାଳ ବା ଖୁବ ବଡ଼ ହେବାର ଅବସ୍ଥା ବା ଭାବ
উদাহরণ :
ଏହି ଅଟ୍ଟାଳିକାଟି ତାର ବିଶାଳତା ଓ ଶୁନ୍ଶାନ୍ ଅବସ୍ଥାପାଇଁ ଭାରି ଖାଁ ଖାଁ ଲାଗୁଛି
সমার্থক : ବିଶାଳତା
অন্যান্য ভাষায় অনুবাদ :
Unusual largeness in size or extent or number.
enormousness, grandness, greatness, immenseness, immensity, sizeableness, vastness, widenessঅর্থ : ଗୋଟିଏ ଅଂଶରୁ ଅନ୍ୟ ଅଂଶ ପର୍ଯ୍ୟନ୍ତ ସମାନ୍ତର ବିସ୍ତାର ବା କୌଣସି ଏକ ସ୍ଥାନରୁ ସବୁଠାରୁ ଲମ୍ବା ଅନୁଭୂମିକ ବିସ୍ତାର
উদাহরণ :
ଏହି ସ୍ଥାନର ଦ୍ରୈର୍ଘ୍ୟ ପ୍ରସ୍ଥାଠାରୁ ଦୁଇଗୁଣ
অন্যান্য ভাষায় অনুবাদ :
অর্থ : ଦୀର୍ଘ ବା ଲମ୍ବା ହେବାର ଅବସ୍ଥା ବା ଭାବ
উদাহরণ :
କଣ ଆପଣ ବିରହିଣୀର ବିରହ କାଳର ଦୀର୍ଘତାକୁ ଅନୁମାନ କରିପାରିବେ
অন্যান্য ভাষায় অনুবাদ :