অর্থ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
উদাহরণ :
ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
অন্যান্য ভাষায় অনুবাদ :
A person who is owned by someone.
slaveঅর্থ : ବେତନ ନେଇ ସେବା କରୁଥିବା ଲୋକ
উদাহরণ :
ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
সমার্থক : ଚାକର, ନଉକର, ପରିଚାରକ, ଭୃତ୍ୟ, ସେବକ
অন্যান্য ভাষায় অনুবাদ :
वह जो वेतन आदि लेकर सेवा करता हो।
मेरा नौकर एक हफ्ते के लिए घर गया है।