অর্থ : ଦାନ ପାଇବାପାଇଁ ଉପଯୁକ୍ତ ବ୍ୟକ୍ତି
উদাহরণ :
ଦାନ ସର୍ବଦା ଦାନଗ୍ରହଣଯୋଗ୍ୟ ବ୍ୟକ୍ତିକୁ ହିଁ ଦେବା ଉଚିତ
সমার্থক : ଦାନଗ୍ରହଣଯୋଗ୍ୟ ବ୍ୟକ୍ତି, ଦାନାଧିକାରୀ
অর্থ : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ
উদাহরণ :
ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ
অন্যান্য ভাষায় অনুবাদ :