অর্থ : ଯିଏ ଦାନ କରିବାକୁ ପଛାଏ ନାହିଁ
উদাহরণ :
କର୍ଣ୍ଣ ବହୁତ ବଡ଼ ଦାନୀ ଥିଲେ
সমার্থক : ଦାନକର୍ତ୍ତା, ଦାନବୀର, ଦାନୀ
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ଆଦି ଦେଉଥିବା ବ୍ୟକ୍ତି ବା ଯେ କିଛି ଦିଏ
উদাহরণ :
କେହି ଦେଲାବାଲା ଥିଲେ ମୁଁ ରାସନ ଦୋକାନରୁ ଖାଲି ହାତରେ ଫେରି ନଥାନ୍ତି
সমার্থক : ଦେଲାବାଲା, ପ୍ରଦାନକାରୀ
অন্যান্য ভাষায় অনুবাদ :
कोई वस्तु आदि दिलाने वाला व्यक्ति या वह जो कुछ दिलाए।
कोई दिलवैया होता तो मैं राशन की दुकान से खाली हाथ नहीं आता।