অর্থ : ଲେଖା ଆଦି ଦ୍ବାରା ଆବଶ୍ୟକ ଅପେକ୍ଷାଗୁଡିକ ପୂରଣ କରିବା ବା ସୂଚନା ଅଙ୍କିତ କରିବା
উদাহরণ :
ଚାକିରି ପାଇଁ କେତେ ଜାଗାରେ ଆବେଦନ ପତ୍ର ଦାଖଲ କରୁଛି
অর্থ : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
উদাহরণ :
ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
সমার্থক : ଗାଳି ପକାଇବା, ଦେଇଦେବା, ପଇଠ କରିବା, ପ୍ରଦାନ କରିବା, ସମର୍ପଣ କରିବା
অন্যান্য ভাষায় অনুবাদ :