অর্থ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଏକଶହ ଅଶୀ ଡିଗ୍ରୀ ଉପରେ ହୋଇଥାଏ
উদাহরণ :
ଦକ୍ଷିଣ ସର୍ବଦା ଦକ୍ଷିଣ ଦିଗଆଡ଼କୁ ହିଁ ହୋଇଥାଏ
অন্যান্য ভাষায় অনুবাদ :
दिक्सूचक-यंत्र का वह प्रधान बिन्दु जो एक सौ अस्सी अंश पर होता है।
दिक्सूचक-यंत्र का दक्षिण हमेशा दक्षिण दिशा की ओर ही होता है।অর্থ : ଉତ୍ତରର ସାମନା ଦିଗ
উদাহরণ :
ମୋ ଘର ଏହିଠାରୁ ଦକ୍ଷିଣରେ
সমার্থক : ଦକ୍ଷିଣ ଦିଗ
অন্যান্য ভাষায় অনুবাদ :
অর্থ : କୌଣସି ବ୍ୟକ୍ତି ପୂର୍ବକୁ ମୁଁହକରି ଠିଆହେବା ସମୟରେ ଦକ୍ଷିଣ ଭାଗ
উদাহরণ :
ମୋର ଡାହାଣ ଅଙ୍ଗ ଡେଉଁଛି
সমার্থক : ଡାହାଣ
অন্যান্য ভাষায় অনুবাদ :
Being or located on or directed toward the side of the body to the east when facing north.
My right hand.অর্থ : ଦକ୍ଷିଣର ବା ଦକ୍ଷିଣ ସହିତ ସମ୍ବନ୍ଧିତ
উদাহরণ :
ସୋମବାରଠାରୁ ନାଟୋ ସୈନିକମାନେ ଦକ୍ଷିଣ ଆଫଗାନିସ୍ଥାନରେ ସୈନିକ ଅଭିଯାନର ଭାର ସମ୍ଭାଳି ସାରିଛନ୍ତି
অন্যান্য ভাষায় অনুবাদ :