অর্থ : ସତୀଙ୍କ ପିତା ଏବଂ ଶିବଙ୍କ ଶ୍ୱଶୁର ଜଣେ ପ୍ରଜାପତି ଯାହାଙ୍କ ମହାଯଜ୍ଞରେ ଅପମାନିତ ହେଲାପରେ ସତୀ ନିଜର ପ୍ରାଣ ବିସର୍ଜନ କରିଥିଲେ
উদাহরণ :
ଦକ୍ଷଙ୍କ ମହାଯଜ୍ଞକୁ ଶିବ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ
সমার্থক : ପ୍ରାଚେତସ୍
অন্যান্য ভাষায় অনুবাদ :
सती के पिता और शिव के ससुर, एक प्रजापति जिनके महायज्ञ में अपमानित होने पर सती ने अपने प्राण दे दिए थे।
दक्ष के महायज्ञ को शिव ने पूर्णतः नष्ट कर दिया।An imaginary being of myth or fable.
mythical beingঅর্থ : କୌଣସି କାର୍ଯ୍ୟ କରିବାର ବିଶେଷ ଯୋଗ୍ୟତା ଯାହାର ଥାଏ
উদাহরণ :
ଆପଣଙ୍କ ଭଳି ପ୍ରବୀଣଙ୍କପାଇଁ ପ୍ରଶିକ୍ଷଣର କିଛି ଆବଶ୍ୟକତା ନାହିଁ
সমার্থক : କାର୍ଯ୍ୟକୁଶଳ, ନିପୁଣ, ପକ୍କା, ପରିପକ୍ୱ, ପାରଙ୍ଗମ, ପ୍ରବୀଣ, ବିଚକ୍ଷଣ
অন্যান্য ভাষায় অনুবাদ :
वह जो किसी कार्य को करने की विशेष योग्यता रखता हो।
प्रवीणों को प्रशिक्षण की आवश्यकता नहीं।